Marraige Permission

Permission Form

ବିବାହ ଓ ନିର୍ବନ୍ଧ ଚୁକ୍ତିନାମା

ନିଖିଳ ଉତ୍କଳ ଶୈବ ପାଞ୍ଚାଳ ବିଶ୍ଵ ବ୍ରାହ୍ମଣ ସମାଜ

Regd No. GJM 7991-80/2009-10, Act XXI of 1860

ପନ୍ଦର(୧୫) ତାଲୁକା (ଗଞ୍ଜାମ) ଓଡ଼ିଶା

(ବର)
ବ୍ରହ୍ମଶ୍ରୀ  :
ପିତା ବ୍ରହ୍ମଶ୍ରୀ :
ବୟସ : ଶିକ୍ଷାଗତ ଯୋଗ୍ୟତା :
ଠିକଣା ଗ୍ରାମ :
ପୋଷ୍ଟ : ଭାୟା:
ଜିଲ୍ଲା : ଫୋନ୍‌ :
ସହିତ
(କନ୍ୟା)
କୁମାରୀ :
ପିତା ବ୍ରହ୍ମଶ୍ରୀ :
ବୟସ : ଶିକ୍ଷାଗତ ଯୋଗ୍ୟତା :
ଠିକଣା ଗ୍ରାମ :
ପୋଷ୍ଟ : ଭାୟା:
ଜିଲ୍ଲା : ଫୋନ୍‌ :
ବିବାହ/ନିର୍ବନ୍ଧ କାର୍ଯ୍ୟ ବର୍ଷ
ମାସ
ପକ୍ଷ
ତିଥି
ବାର ତା
ରିଖରେ ବ୍ରହ୍ମଶ୍ରୀ
ଙ୍କ ବାସଗୃହରେ ଯଥାବିଧି ସମାହିତ ହେଲା ।

* ଏଥିରେ ଯୌତուକ ଦାବୀ କରାଯାଇ ନାହିଁ ଓ ଭବିଷ୍ୟତରେ ମଧ្យ ଦାବୀ ନକରିବା ପାଇଁ ଶପଥ ଗ୍ରହଣ କରାଯାଇଛି ।

(ବର) ସ୍ଵାକ୍ଷର :

ଏଥିକୁ ସାକ୍ଷୀ :

ପିତା/ମାତା/ଅଭିଭାବକଙ୍କ ସ୍ଵାକ୍ଷର (ବର ପକ୍ଷ)

(କନ୍ୟା) ସ୍ଵାକ୍ଷର :

ଏଥିକୁ ସାକ୍ଷୀ :

ପିତା/ମାତା/ଅଭିଭାବକଙ୍କ ସ୍ଵାକ୍ଷର (କନ୍ୟା ପକ୍ଷ)

ଏହି ବିବାହ/ନିର୍ବନ୍ଧ କାର୍ଯ୍ୟ ଆମ ଉପସ୍ଥିତିରେ ଶ୍ରୀ
ଙ୍କ ବାସ ଗୃହରେ ସମାହିତ ହେଲା । ଏହି ଚୁକ୍ତିନାମା ଅନୁଯାୟୀ ଏଥିରେ ଯୌତୁକ ଦାବୀ କରାଯାଇ ନାହିଁ ଓ ଭବିଷ୍ୟତରେ ଦାବୀ ନକରିବା ପାଇଁ ବିଧିବଦ୍ଧ ଭାବେ ଶପଥ ଗ୍ରହଣ କରାଯାଇଅଛି ।

ସ୍ଵାକ୍ଷର :

ତାଲୁକା ସଭାପତି ବା ଉପ-ସଭାପତି

ସମ୍ପାଦକ :
କେନ୍ଦ୍ର ସଭ୍ୟ :
ପୁରୋହିତ:

(ବର ପକ୍ଷ)

ସ୍ଵାକ୍ଷର :

ତାଲୁକା ସଭାପତି ବା ଉପ-ସଭାପତି

ସମ୍ପାଦକ :
କେନ୍ଦ୍ର ସଭ୍ୟ :
ପୁରୋହିତ :

(କନ୍ୟା ପକ୍ଷ)

ବିଶେଷ ଦ୍ରଷ୍ଟବ୍ୟ (ବି.ଦ୍ର.) :
  1. ଏଥୁର ଚାରିଗୋଟି ନକଲ ପ୍ରସ୍ତୁତ କରାଯାଇ ବର କନ୍ୟା ପକ୍ଷକୁ ଦିଆଯିବ । ଅନ୍ୟ ଏକ ନକଲ ୧୫ ତାଲୁକା ସଭାପତିଙ୍କକୁ ଦିଆଯିବ ।
  2. ନିର୍ବନ୍ଧ ଫର୍ມ ପୂରଣ କରିବା ସମ୍ପୂର୍ଣ୍ଣ ବରପକ୍ଷ କର୍ତ୍ତବ୍ୟ ଓ କନ୍ୟାପକ୍ଷ କର୍ତ୍ତବ୍ୟ ଦାୟିତ୍ଵ ।
  3. ନିଜ ପ୍ରତିବନ୍ଧ ଦାତା ନିଜ ତାଲୁକାରେ ଦେୟ ରସିଦ ନେବେ ।
  4. ସମ୍ବିଧାନ ଅନୁଯାୟୀ ନିର୍ବନ୍ଧ ଫର୍ມ ପୂରଣର ତିନିମାସ ମଧ୍ୟରେ ବିବାହ କାର୍ଯ୍ୟ ସମାପନ ହେବ ।