ଏହି ବିବାହ/ନିର୍ବନ୍ଧ କାର୍ଯ୍ୟ ଆମ ଉପସ୍ଥିତିରେ ଶ୍ରୀ
ଙ୍କ ବାସ ଗୃହରେ ସମାହିତ ହେଲା । ଏହି ଚୁକ୍ତିନାମା ଅନୁଯାୟୀ ଏଥିରେ ଯୌତୁକ ଦାବୀ କରାଯାଇ ନାହିଁ ଓ ଭବିଷ୍ୟତରେ ଦାବୀ ନକରିବା ପାଇଁ ବିଧିବଦ୍ଧ ଭାବେ ଶପଥ ଗ୍ରହଣ କରାଯାଇଅଛି ।
ବିଶେଷ ଦ୍ରଷ୍ଟବ୍ୟ (ବି.ଦ୍ର.) :
- ଏଥୁର ଚାରିଗୋଟି ନକଲ ପ୍ରସ୍ତୁତ କରାଯାଇ ବର କନ୍ୟା ପକ୍ଷକୁ ଦିଆଯିବ । ଅନ୍ୟ ଏକ ନକଲ ୧୫ ତାଲୁକା ସଭାପତିଙ୍କକୁ ଦିଆଯିବ ।
- ନିର୍ବନ୍ଧ ଫର୍ມ ପୂରଣ କରିବା ସମ୍ପୂର୍ଣ୍ଣ ବରପକ୍ଷ କର୍ତ୍ତବ୍ୟ ଓ କନ୍ୟାପକ୍ଷ କର୍ତ୍ତବ୍ୟ ଦାୟିତ୍ଵ ।
- ନିଜ ପ୍ରତିବନ୍ଧ ଦାତା ନିଜ ତାଲୁକାରେ ଦେୟ ରସିଦ ନେବେ ।
- ସମ୍ବିଧାନ ଅନୁଯାୟୀ ନିର୍ବନ୍ଧ ଫର୍ມ ପୂରଣର ତିନିମାସ ମଧ୍ୟରେ ବିବାହ କାର୍ଯ୍ୟ ସମାପନ ହେବ ।